ଜାଣନ୍ତୁ ‘ସାଇ’ ଶବ୍ଦର ଅର୍ଥ କଣ

ଭୁବନେଶ୍ୱର: ଶିରିଡ଼ି ସାଇବାବାଙ୍କ ଅନେକ ଭକ୍ତ ଅଛନ୍ତି । ତାଙ୍କର ମାହାତ୍ମ୍ୟ ମହାନ । ତେବେ ଏହି ‘ସାଇ’ ଶବ୍ଦର ଅର୍ଥ କଣ ଏହାକୁ ନେଇ ଅନେକଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିଥାଏ । ହିନ୍ଦୀ, ଉର୍ଦ୍ଧୁ, ପଞ୍ଜାବୀ, ଓଡ଼ିଆ, ମରାଠୀ ଆଦି ବହୁ ଭାରତୀୟ ଭାଷାରେ ଏହି ଶବ୍ଦଟି ବ୍ୟବହାର କରାଯାଏ । ‘ସାଇ’ ଶବ୍ଦର ଅର୍ଥ ହେଉଛି ତ୍ରାଣକର୍ତ୍ତା, ପ୍ରଭୁ ବା ଇଶ୍ୱର ସଦଗୁରୁ । ଶାସକ, ରାଜା, କ୍ଷମତାଶାଳୀୀ ବ୍ୟକ୍ତି, ପିତା, ଏପରିକି ପ୍ରେମିକକୁ ବି ସ୍ଥଳ ବିଶେଷରେ ‘ସାଇ’ ସମ୍ବୋଧନ କରାଯାଇଥାଏ । ତେବେ ଏହି ‘ସାଇ’ ଶବ୍ଦର ଅନେକ ଅର୍ଥ ରହିଛି ।

Share

Leave a Reply

Your email address will not be published. Required fields are marked *

eighteen − 18 =