ବନ୍ଦ ହେଲା ଭୁବନେଶ୍ୱର ଆରଟିଓ-୨

ଭୁବନେଶ୍ୱର () ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ସଂକ୍ରମଣ ଆଶଙ୍କାରେ ଭୁବନେଶ୍ୱର ଆରଟିଓ-୨କୁ ବନ୍ଦ କରିଦିଆଯାଇଛି । ଆସନ୍ତା ସୋମବାର ପର୍ୟ୍ୟନ୍ତ ଆରଟିଓ-୨କୁ ବନ୍ଦ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆରଟିଓ-୧ର ସହଯୋଗୀ ପଜିଟିଭ ହୋଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ପ୍ରକାଶ ଯେ, ରାଜ୍ୟରେ ଆଉ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଂଟାଇନ କେନ୍ଦ୍ରରେ ଥିବାବେଳେ ୧୮୯ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୨୪ରେ ପହଁଚିଥି

Share

Leave a Reply

Your email address will not be published. Required fields are marked *

14 − four =