ଆଇଏଏସ ସ୍ତରରେ ବଦଳି

ଭୁବନେଶ୍ୱର () ଆଇଏଏସ ସ୍ତରରେ ଅଦଳବଦଳ ହୋଇଛି ।୨୦୦୪ ବ୍ୟାଚ୍‍ ଆଇଏଏସ୍‍ ନିରଞ୍ଜନ ସାହୁ ହେଲେ ଶ୍ରମ କମିଶନର ହେଲେ । ୨୦୦୭ ବ୍ୟାଚ୍‍ ଆଇଏଏସ୍‍ ସଂଗ୍ରାମଜିତ୍‍ ନାୟକଙ୍କୁ ବିଏମ୍‍ସି ଆଡମିନିଷ୍ଟ୍ରେଟର ଭାବେ ଅତିରିକ୍ତ ଦାୟିତ୍ୱ ମିିଲିିଛି । ୨୦୦୭ ବ୍ୟାଚ୍‍ ଆଇଏଏସ୍‍ ସୁଶାନ୍ତ ମହାପାତ୍ର ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ସଚିବ ।
୨୦୦୯ ବ୍ୟାଚ୍‍ ଆଇଏଏସ୍‍ ଏନ୍‍.ଥିରୁମାଲା ନାୟକ ହେଲେ ମତ୍ସ୍ୟ ନିର୍ଦ୍ଦେଶକ ହେଲେ । ଶ୍ରୀ ନାୟକ ନୟାଗଡ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । କୋରାପୁଟ ଜିଲ୍ଲାପାଳ ଥିବା ୨୦୧୨ ଚ୍ୟାଚ୍‍ ଆଇଏଏସ୍‍ ପୁମା ଟୁଡୁଙ୍କୁ ନୟାଗଡ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ବରିଷ୍ଠ ଓଏଏସ୍‍ ଅଫିସର ମଧୁସୂଦନ ମିଶ୍ର ହେଲେ କୋରାପୁଟ ଜିଲ୍ଲାପାଳ ହେଲେ । ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଏସ୍‍.ଡି.ଭାଉସାହେବ ହେଲେ ବ୍ରହ୍ମପୁର ଉପଜିଲ୍ଲାପାଳ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 5 =