ରେଡ ଜୋନରେ ସାମିଲ ହେଲା ଅନୁଗୁଳ ଜିଲ୍ଲା

ଅନୁଗୁଳ() ଆଜି ଅନୁଗୁଳ ଜିଲ୍ଲାକୁ ରେଡ ଜୋନରେ ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରଥମଥର ପାଇଁ ଆଜି ୧୩ଟି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଡ ଜୋନ୍ ଘୋଷଣା କରାଯାଇଛି । ଏହା ସହିତ ରାଜ୍ୟର ୫ଟି ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ ରେଡ୍ ଜୋନରେ ରହିଛି । ଏହି କ୍ରମରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

1 × 5 =