ଦେଖନ୍ତୁ ରଥ ନିର୍ମାଣର କିଛି ଆକର୍ଷଣୀୟ ଚିତ୍ର

ପୁରୀ () ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଚଳିତ ବର୍ଷ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି । ତେବେ ଆସନ୍ତୁ ଦେଖିବା ରଥ ନିର୍ମାଣର କିଛି ଆକର୍ଷଣୀୟ ଝଲକ …

Share

Leave a Reply

Your email address will not be published. Required fields are marked *

4 × one =