ଆରମ୍ଭ ହେଲା ରଥଟଣା

ପୁରୀ()  ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ୟ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି।ଭାଇ ଭଉଣୀଙ୍କୁ ସାଥୀରେ ନେଇ ମାଉସୀ ଘର ଅଭିମୁଖେ ମହାପ୍ରଭୁ । ଆରମ୍ଭ ହେଲା ରଥଟଣା । କାଳିଆକୁ ବାନ୍ଧିବାକୁ ଭକ୍ତ ହାତରେ ଶ୍ରଦ୍ଧାର ଦଉଡ଼ି ।ସକାଳେ ସମସ୍ତ ରୀତିନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ କରାଯାଇଥିଲା। ପହଣ୍ଡି ବି ଖୁବ୍ ଆଗୁଆ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

1 × two =