ମଙ୍ଗଳବାର : ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ – ଗୁରୁଜନଙ୍କ କାର୍ଯ୍ୟ କଳାପରେ ବ୍ୟଥିତ ହୋଇପାରନ୍ତି । ଆୟ ପରିମାଣ ବୃଦ୍ଧି ପାଇବ । ବ୍ୟବସାୟ ଲାଭଜନକ ହେବ । ନାନାବିଧି ସମ୍ମାନର ଅଧିକାରୀ ହୋଇପାରନ୍ତି । ଗୁଣଜ୍ଞ ଓ ର୍କୀିମାନ୍ ହେବେ । ପ୍ରସନ୍ନତା ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ବୃଷ – ଅର୍ଥ ପ୍ରାପ୍ତିର ସୂଚନା ମିଳିବ । ସମ୍ମାନିତ ହେବେ । ପୁଣ୍ୟ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ସରକାରୀ ଅର୍ଥ ମିଳିବ । ଗୁଣଯୁକ୍ତ ହେବେ । ସନ୍ତୁଷ୍ଟ ହେବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୯ ।

ମିଥୁନ – କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଦୃଢ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ଦାମ୍ପତ୍ୟ ଜୀବନ ଯାପନ ସୁଖପ୍ରଦ ହେବ । ପ୍ରତିଯୋଗିତାରେ ବିଜୟୀ ହେବା ସହିତ ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା,ନାରଙ୍ଗୀ । ଶୁଭ ଅଙ୍କ ୧ ।

କର୍କଟ – ବନ୍ଧୁ ବର୍ଗରେ ମତାନ୍ତର ଘଟିପାରେ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଚି ଅସ୍ଥିର ରହିବ । ଶାନ୍ତ ଓ ନିପୁଣ ହେବେ । ମେଧାବୀ,ଜିତେନ୍ଦ୍ରିୟ,ବିଦ୍ୱାନ ଓ ଦୟାଳୁ ହେବେ । ଶୁଭ ରଙ୍ଗ ସବୁଜ,ହଳଦୀଆ । ଶୁଭ ଅଙ୍କ ୨ ।

ସିଂହ – ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ଓ ପରାମର୍ଶ ଉପାଦେୟ ହୋଇପାରେ । ବନ୍ଧୁ ସହଯୋଗ ପାଇ ଶାନ୍ତି ଅନୁଭବ କରିପାରନ୍ତି । ବ୍ୟବସାୟରେ ଆଗକୁ ବଢିବେ । ପରିବାରର କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଶୁଭ ରଙ୍ଗ ନାଲି,ଧଳା । ଶୁଭ ଅଙ୍କ ୮ ।

କନ୍ୟା – ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିପାରନ୍ତି । ବିଭିନ୍ନ ଦିଗରୁ ସହଯୋଗ ମିଳିବ । ଆଶା କରାଯାଏ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଆୟ ଆସିପାରେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଦୀର୍ଘ ଦିନର ଆଶା ପୂରଣ ହେବ । ଶୁଭ ରଙ୍ଗ ପାଉଁଶିଆ,ଗୋଲାପି । ଶୁଭ ଅଙ୍କ ୬ ।

ତୁଳା – ପରିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ଚିନ୍ତାଧାରା ମହତ୍ ହେବ । କାର୍ଯ୍ୟ ହାସଲ କରିବେ, ମାତ୍ର ବିଳମ୍ବରେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ । ଧନଶାଳୀ ହୋଇପାରନ୍ତି । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୪ ।

ବିଛା – ବନ୍ଧୁ ମେଳରେ ଦିନ ବିତାଇ ପାରନ୍ତି । ନାନା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବ୍ୟୟ ହୋଇପାରେ । ଭାଗ୍ୟବାନ୍ ହୋଇପାରନ୍ତି । ପ୍ରଭୂତ ବିର ଅଧିକାରୀ ହେବେ । ସନ୍ମାର୍ଗୀ ହେବେ । ଯଶସ୍ୱୀ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ଧନୁ – ସକଳ ଗୁଣଯୁକ୍ତ ହେବେ । ସୁଖୀ ହୋଇପାରନ୍ତି । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ସରକାରୀ ସ୍ତରରୁ ଧନ ସମ୍ପଦ ମିଳିପାରେ । ଉମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଯଶସ୍ୱି ହେବେ । ବିବାଦରେ ବିଜୟୀ ହେବେ । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଗର୍ବିତ ହେବେ । ଶୁଭ ରଙ୍ଗ ଧଳା,କମଳା । ଶୁଭ ଅଙ୍କ ୯ ।

ମକର – ପ୍ରତିଯୋଗିତାରେ ଭାଗ ନେଇ ପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ଅଯଥାଚିନ୍ତିତ ହୋଇପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ଉମ ବସ୍ତ୍ର, ରତ୍ନ ମିଳିପାରେ । ସରକାରୀ ଅର୍ଥ ମିଳିବ । ଶୁଭ ରଙ୍ଗ ଧଳା,ବାଇଗଣି । ଶୁଭ ଅଙ୍କ ୫ ।

କୁମ୍ଭ – ଆର୍ଥିକ ଅନଟନ ଦୂର ହେବ । ଆଶାବାଦୀ ହୋଇପାରନ୍ତି । ଧନବାନ୍ ହେବେ । ଗୁଣଯକ୍ତ ହୋଇପାରନ୍ତି । ଉପାର୍ଜନ ଉଣା ହେବ ନାହିଁ । ଉମ ଭୋଜନ ମିଳିବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଶୁଭ ରଙ୍ଗ ଗୋଲାପି,ନାଲି । ଶୁଭ ଅଙ୍କ ୨ ।

ମୀନ – ଅଭାବରୁ ମୁକ୍ତି ମିଳିବ । କିଛି ସମୟ ପାଇଁ ଆବଦ୍ଧରେ ରହିପାରନ୍ତି । ମୁକୁଳିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡିବ । ଚଳ ଚେଷ୍ଟିତ ହେବ । ମଧୁରଭାଷୀ ହେବେ । ଶ୍ରେଷ୍ଠ ପଦ-ପଦବୀ ମିଳିପାରେ । ଗୁଣଯୁକ୍ତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

Share

Leave a Reply

Your email address will not be published. Required fields are marked *

3 × 5 =