ଦୁଷ୍କର୍ମ କରି ୨୦ ବର୍ଷ ପାଇଁ ଜେଲ ଗଲେ

କେନ୍ଦୁଝର() ଏକ ଗଣ ଦୁଷ୍କର୍ମ ଅଭିଯୋଗରେ ଚମ୍ପୁଆ ଏଡିଜେ ୩ଜଣ ଆସାମୀଙ୍କୁ ୨୦ବର୍ଷ ଲୋଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏମାନେ ମାନେ ହେଲେ ପ୍ରରମେଶ୍ୱର ନାୟକ, ଜିତୁ ନାୟକ ଓ ପବିତ୍ର ନାୟକ । ୨୦୧୭ ମସିହାରେ ଏମାନେ ଜଣେ ଯୁବତୀଙ୍କୁ ରାସ୍ତାରୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ । ଚମ୍ପୁଆ ଏଡିଜେଙ୍କ ଏହି ଦାଣ୍ଡାଦେଶ ସମଗ୍ର ଜିଲ୍ଲାରେ କମ୍ପନ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

16 − one =