ରାଜ୍ୟ ଗଣ ଦୁଷ୍କର୍ମ ମାମଲାରେ ୮ଜଣଙ୍କୁ ଧରିନେଲା ପୋଲିସ November 3, 2018 admin ଗଂଜାମ-ପୋଲସରା ବାଲିଛାଇ ଠାରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ସ୍କେଚ୍ ଜାରି କରାଯିବ ବୋଲି ଗଂଜାମ ଏସପି ବ୍ରିଜେଶ ରାଏ ସୂଚନା ଦେଇଛନ୍ତି । ପୀଡିତାଙ୍କର ବୟାନ ଆଧାରରେ ଅଭିଯୁକ୍ତର ସ୍କେଚ୍ ଜାରି କରାଯିବ । ବର୍ତମାନସୁଧା ପୋଲିସ ୮ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ଏହି ଘଟଣା ସାରା ରାଜ୍ୟରେ ତୁମୁଳ ଆଲୋଡନ ସୃଷ୍ଟି କରିଥିଲା । Share