ରମେଶ ଚନ୍ଦ୍ର ବେହେରା କରୋନାରେ ସଂକ୍ରମିତ

ନୂଆଗାଁ() ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ବିଧାୟକ ତାଙ୍କ ସୋସିଆଲ ସାଇଟ୍‌ରେ ସୂଚନା ଦେଇଛନ୍ତି।

ସେ ଗୃହ ସଙ୍ଗରୋଧରେ ରହିଥିବା ଏବଂ ସୁସ୍ଥ ଥିବା ପ୍ରକାଶ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେକରୋନା ପରୀକ୍ଷା କରାଇ ନେବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

15 − 1 =