ନିହାରୀକାଙ୍କୁ ହତ୍ୟା କରିଛି ରାଜା:ଜଗତସିଂହପୁର ଏସପି

କଟକ() ପ୍ରେମିକ ରାଜା ହିଁ କରିଛି ନିହାରୀକାଙ୍କ ହତ୍ୟା । ନିହାରୀକାଙ୍କ ପ୍ରେମିକ କିଶୋର କୁମାର ଆଂଚଲ ଓରଫ ରାଜା ହିଁ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଜଗତସିଂହପୁର ଏସପି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କରିବେ ରହସ୍ୟର ଉନ୍ମୋଚନ କରିଛନ୍ତି । ପ୍ରଥମେ ରାଜା ନିହାରୀକାଙ୍କୁ କଟକରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ନେଇଥିଲା ସେଠାରେ ତାଙ୍କୁ ତଂଟିଚିପି ହତ୍ୟା କରିଥିଲା । ହତ୍ୟାପରେ ରାଜା ନିହାରୀକାଙ୍କ ମୃତ ଦେହକୁ ଅଖାରେ ପୁରାଇ ବାଇକରେ ନେଇ ବିଲୁଆଖାଇ ନଦୀରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା । ତେବେ ରାଜା ବେରୋଜଗାର ଥିବା କାରଣରୁ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା ଏବଂ ହତ୍ୟାକାଣ୍ଡ ଘଟିବା ଦିନ ହିଁ ଉଭୟଙ୍କ ମଧ୍ୟରେ ଏହି କାରଣରୁ ବଚସା ହୋଇଥିଲା ଆଉ ଏଥିରେ ଉତକ୍ଷପ୍ତ ହୋଇ ରାଜା ନିହାରୀକାଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ଗତକାଲି ନିହାରିକାର ପୁରୁଷ ବନ୍ଧୁ ଥାନାରେ ଆତ୍ମସମର୍ପଣ କରିଥିଲା । ନିହାରିକା ହତ୍ୟାକାଣ୍ଡ ନେଇ ରାଜାଙ୍କୁ ଗୁପ୍ତ ସ୍ଥାନରେ ପଚରାଉଚରା କରୁଥିଲା । ଗତ ୮ ତାରିଖରୁ ନିହାରିକା ନିଖୋଜ ଥିଲା । ଏନେଇ ପରିବାର ଲୋକ କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ ।

Share

Leave a Reply

Your email address will not be published. Required fields are marked *

7 + sixteen =