ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର () ୨୮ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସଂଭାବନା ରହିଛି । ୨୯ ତାରିଖରୁ ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସଂଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ । ସୂଚନା ଅନୁସାରେ ୫ ଜିଲ୍ଲାରେ ୨୪ ଘଂଟା ଧରି ବର୍ଷା ହେବା ସଂଭାବନା ରହିଛି ।ା ଏହି ଜିଲ୍ଲା ଗୁଡିଗ ହେଲା ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଏବଂ ଭଦ୍ରକ ।

Share

Leave a Reply

Your email address will not be published. Required fields are marked *

5 × 4 =