୧୨ ଜିଲ୍ଲା କୁ ସତର୍କ ସୂଚନା

ଭୁବନେଶ୍ବର()  ୧୨ ଜିଲ୍ଲା କୁ ସତର୍କ ସୂଚନା । ଆଜି ୧୨ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା କହିଛନ୍ତି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲା ଗୁଡିକ ହେଲା କୋରାପୁଟ, ଗଜପତି, ଗଞ୍ଜାମ, ଫୁଲବାଣୀ, ନୟାଗଡ଼, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁର ।ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି।”

Share

Leave a Reply

Your email address will not be published. Required fields are marked *

eighteen − 4 =