୬ ଜିଲ୍ଲା ସତର୍କ ରୁହ

ଭୁବନେଶ୍ବର() ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଆଜିଠୁ ବର୍ଷା ସମ୍ଭାବନା । ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେଥିଲାଗି ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଗଜପତି, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିିଛି।

ଗତ କିଛି ଦିନ ତଳେ ଲଘୁଚାପ ବର୍ଷା ଫଳରେ ରାଜ୍ଯର ବିଭିନ୍ନ ଜିଲ୍ଲାରେ ବନ୍ଯା ସ୍ଥିତି ଉପୁଯିଛି । କିନ୍ତୁ ବର୍ଷା ଛାଡିଯିବା ପରେ ତାତି ଆଉ ଗୁଳୁଗୁଳି ଜାରି ରହିଥିଲା ସାରା ଓଡ଼ିଶାରେ ।

Share

Leave a Reply

Your email address will not be published. Required fields are marked *

3 × 5 =