୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର() ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ୯ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ନୟାଗଡ,ଗଜପତି, ରାୟଗଡା, ନବରଙ୍ଗପୁର, ମୟୁରଭଜ, ଅନୁଗୁଳ, ବୈ।ଦ୍ଧ, ମାଲକାନଗିରି । ଏହିସବୁ ଜିଲ୍ଲାରେ ପ୍ରବଳ ହବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Share

Leave a Reply

Your email address will not be published. Required fields are marked *

eighteen + thirteen =