ମନ୍ଦିର ଦାନବାକ୍ସ ଲୁଟିନେଲେ ଦୁର୍ବୃତ୍ତ

ପୁରୀ: ମନ୍ଦିରର ଦାନବାକ୍ସରୁ ଲୁଟିନେଲେ ଦୁର୍ବୃତ୍ତ । ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ବିଶ୍ୱ ଶାନ୍ତି ଅଖଣ୍ଡ ହରିନାମ ମନ୍ଦିରର ଦାନବାକ୍ସରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ ଏହି ହୁଣ୍ଡିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସବୁଠାରୁ ବଡ଼ କଥା ହେଉଛି ପଶ୍ଚିମ ଦ୍ୱାର ନିକଟରେ କଡ଼ା ସୁରକ୍ଷା ବଳୟ ଥାଇ ମଧ୍ୟ ଦୁର୍ବୃତ୍ତମାନେ କିପଳି ଟଙ୍କା ଲୁଟିନେଲେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ ।

Share

Leave a Reply

Your email address will not be published. Required fields are marked *

11 − 6 =