ପୁରୀ ଘଟଣାରେ ଆଉ ୧୩ ଗିରଫ

ପୁରୀ—ଗତ ୩ ତାରିଖ ଦିନ ପୁରୀ ବନ୍ଦ ପାଳନ ଅବସରରେ ଘଟିଥିବା ହିଂସା କାଣ୍ଡରେ ସପୃକ୍ତ ଥିବା ଅଭିଯୋଗରେ ପୁଲିସ ଆଉ ୧୩ଜଣଙ୍କୁ ଗିରଫ କାରିଛି । ଆଜିସୁଦ୍ଦା ଏହି ଘଟଣାରେ ମୋଟ ୩୬ ଜଣଙ୍କୁ ଗିରଫ କରାଯାଇସାରିଲାଣି । ଏହା ମଧ୍ୟରେ ଏହି ଘଟଣା ସମ୍ପର୍କରେ ଆମିକସକ୍ୟୁରୀ ମାଗିଥିବା ରିପୋର୍ଟ ମଧ୍ୟ ଦିଆଯାଇଛି । ଗଣ୍ଡଗୋଳ ଘଟିବା ଦିନଠାରୁ ଓଡିଶା ବାହାରେ ଥିବା ପୁରୀ ଗଜପତି ଦିବ୍ୟସିଂ ଦେବ ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହିତ ହିଂସାକାଣ୍ଡକୁ ନିନ୍ଦା କରିଛନ୍ତି । ଏବଂ ଅଭିଯୁକ୍ତ ମାନଙ୍କ ବିରୁଦ୍ଦରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + five =