ଶ୍ରୀମନ୍ଦିରରେ ASI ଟିମ୍

ପୁରୀ() ଶ୍ରୀମନ୍ଦିରରେ ଅନୁଧ୍ୟାନ ପାଇଁ ଏଏସଆଇର ୫ ଜଣିଆ ଟିମ୍‌ ପହଞ୍ଚିଛନ୍ତି । ବାଇଶି ପାହାଚ,ଲକ୍ଷ୍ମୀ ମନ୍ଦିରର କରୁଛନ୍ତି ଅନୁଧ୍ୟାନ । ନୂଆ କବାଟ ଓ ରୂପା ଛାଉଣୀ ନେଇ ୭ ପାହାଚ ଦ୍ବାରର କରୁଛନ୍ତି ଯାଞ୍ଚ । ୨୨ ପାହାଚରେ ଫାଟ ଓ ନଷ୍ଟ ହୋଇଥିବା ପଥରର ମରାମତି ନେଇ ସମୀକ୍ଷା ଚାଲିଛି । ଶ୍ରୀମନ୍ଦିର ପ୍ରଶାସନର ନିର୍ବାହୀ ଯନ୍ତ୍ରୀ ଏଏସ୍ଆଇ ବିଶେଷଜ୍ଞ ଦଳ ସହିତ ଉପସ୍ଥିତ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + four =