ପୁରୀ ହେବ ଭିକାରୀ ମୁକ୍ତ

ପୁରୀ() ଭିକାରୀ ମୁକ୍ତ ହେବ ପୁରୀ ସହର । ଆଜିଠାରୁ ପୁରୀ ସହରରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭିକାରୀ ମୁକ୍ତ ଅଭିଯାନ । ବାହାରେ ବୁଲୁଥିବା ମସ୍ତିଷ୍କ ବିକୃତି ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ମନ୍ଦିର ଆଖପାଖ, ବଡଦାଣ୍ଡରୁ ଭିକାରୀ ଓ ମାନସିକ ବିକୃତ ବ୍ୟକ୍ତିଙ୍କୁ ଛଦ୍ଧାର କରାଯାଉଛି । ପ୍ରଶାସନ ପକ୍ଷରୁ ଉପଯୁକ୍ତ ସ୍ଥାନରେ ସେମାନଙ୍କର ଥଇଥାନର ବ୍ୟବସ୍ଥା କରାଯିବ । ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ ସାମିଲ ରହିଛି ।

Share

Leave a Reply

Your email address will not be published. Required fields are marked *

eleven − 5 =