ବ୍ୟାନ ହେଲା ପବଜି

ନୂଆଦିଲ୍ଲୀ() ଚୀନକୁ ଆଉ ଏକ ଝଟକା । ଚୀନ ସହ ସୀମା ବିବାଦ ପରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ଗେମିଂ ଆପ୍ ପବଜି ଉପରେ କଟକଣା ଲାଗୁ କରାଯାଇଛି । ପବଜି ସମେତ ଆଉ ୧୧୮ ଚାଇନା ଆପକୁ ବ୍ୟାନ କରିଛନ୍ତି ଭାରତ ସରକାର । କେନ୍ଦ୍ର ଆଇଟି ମନ୍ତ୍ରାଳୟ ଦ୍ୱାରା ଏହି କଟକଣା ଲାଗୁ କରାଯାଇଛି ।

ଏଯାଏଁ ସମୁଦାୟ ୨୨୪ଟି ଚୀନ ଆପ ଉପରେ କଟକଣା ଲାଗିଛି । ସେହିପରି ପୂର୍ବରୁ ୧୦୬ ଟି ଚୀନ ଆପ ଉପରେ କଟକଣା ଲାଗୁ କରିଥିଲେ କାରତ ସରକାର ।

Share

Leave a Reply

Your email address will not be published. Required fields are marked *

sixteen − 6 =