ଜାଣନ୍ତୁ ବାବାଙ୍କୁ ପ୍ରାର୍ଥନା କରିବେ କିପରି?

ଭୁବନେଶ୍ୱର: ଶୁଦ୍ଧ ପ୍ରେମ ହିଁ ଆନ୍ତରିକ ପ୍ରାର୍ଥନା । ତମେ ବିଧିବଦ୍ଧ ଭାବେ ପ୍ରାର୍ଥନା କରବ । ନ କର ସେଥିରେ କିଛି ଯାଏ ଆସେ ନାହିଁ । ତମେ ବାବାଙ୍କୁ ପ୍ରେମ କରୁଚ ତାହା ହିଁ ତାଙ୍କର ଶ୍ରେଷ୍ଠ ନିରାଜନା । ମନର ଅବସ୍ଥା ଭଲ ନଥିବାବେଳେ ବାହ୍ୟିକ ପ୍ରାର୍ଥନା କରିପାରୁନାହିଁ ବୋଲି ଶୋଚନା କରନାହିଁ । ଯେତେବେଶି ପାରୁଚ, ବାବାଙ୍କୁ ସ୍ମରଣ କର ଓ ତାଙ୍କ ସମ୍ବଦ୍ଧରେ ଲିଖିତ ପୁସ୍ତକମାନ ପଢ଼ ।

Share

Leave a Reply

Your email address will not be published. Required fields are marked *

5 + fourteen =