ମୁକୁଳିଲେ ପ୍ରମୋଦ ସାହୁ

କେନ୍ଦ୍ରାପଡା() କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ବ୍ୟାଙ୍କର ପୁର୍ବତନ ସଭାପତି ପ୍ରମୋଦ ସାହୁଙ୍କୁ ଜାମିନ ମିଳିଛି । ଓଡିଶା ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଗ୍ରହଣ କରିବା ସହିତ ତାଙ୍କୁ ସର୍ତ୍ତ ମୂଳକ ଜାମିନ ମଂଜୁର କରିଛନ୍ତି । ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ତଳକୋର୍ଟ ଚାହିଁଲେ ତାଙ୍କ ଜାମିନ ଉପରେ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ ରାୟରେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + six =