ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଜେରା

ଭୁବନେଶ୍ୱର() ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚ EWO ଉଠାଇନେଇଥିବା ଜଣାପଡିଛି । ସାଇବର ଥାନାର ଏକ ମାମଲାରେ ପଚରାଉଚରା ଚାଲିଥିବା ସୂଚନା ମିଳିଛି। ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ପ୍ରଦୀପଙ୍କୁ ଜେରା ଚାଲିଛି। ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛି ଓଡିଶା କ୍ରାଇମବ୍ରାଞ୍ଚ। ତେବେ ଚାକିରୀ ଜାଲିଆତି ନେଇ ମଧ୍ୟ ପ୍ରଦୀପଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ।

Share

Leave a Reply

Your email address will not be published. Required fields are marked *

two × one =