ପୁଣି ପୋଷ୍ଟରା ଲାଗି ରାଜନୀତି

କଟକ: ପୋଷ୍ଟର ଲାଗି ପୁଣିଥରେ ରାଜନୀତି । ବିଜେପି-ବିଜେଡ଼ି ମୁହାଁମୁହିଁ । ଆଠଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ମରାଯାଇଥିବା ବେଳେ ବିଜେପି କର୍ମୀ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ବିଜେଡ଼ିମାନେ ଜବାବ ଦେଇଥିଲେ । ତେବେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ କିଛି ସମୟ ଲାଗି ଟିକାଦାନ ବନ୍ଦ ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଏବେ ଶାନ୍ତ ରହିଛି । ତେବେ ଅଶାନ୍ତ ପରିସ୍ଥିତି ଲାଗି କିଛି ସମୟ ଲାଗି ଟିକାଦାନ ବନ୍ଦ ରହିଥିଲା ।

Share

Leave a Reply

Your email address will not be published. Required fields are marked *

19 + 2 =