୧ରୁ ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ଜରିମାନା

ଭୁବନେଶ୍ବର ()  ଅକ୍ଟୋବର ଏକ ତାରିଖରୁ ଦୁଇ ଚକିଆ ଓ ତିନି ଚକିଆ ଯାନ ସହ ସମସ୍ତ ଯାନ ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ଜରୁରୀ ବୋଲି ପରିବହନ ବିଭାଗ ଏ ନେଇ ଏକ ଟ୍ୱିଟ କରିଛନ୍ତି । ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ଉବଲବ୍ଧ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ।

ଦୁଇ ଚକିଆ ଓ ତିନି ଚକିଆ ପାଇଁ ପଲ୍ୟୁସନ ସାର୍ଟିଫିକେଟର ମୂଲ୍ୟ ୬୦ ଟଙ୍କା ହୋଇଥିବା ବେଳେ ହାଲୁକା ମୋଟରଯାନ ପାଇଁ ୧୦୦ ଟଙ୍କା , ମଧ୍ୟମ ଓ ଭାରୀ ଯାନ ପାଇଁ ୧୫୦ ଟଙ୍କା ସହ ଜିଏସ୍ଟି ନିଆଯିବ ବୋଲି ଏଥିରେ ଉଲ୍ଲେଖ ଅଛି ।

Share

Leave a Reply

Your email address will not be published. Required fields are marked *

thirteen + 1 =