ଜାରି ରହିଛି ପୋଲିସ ମାଓବାଦୀ ଗୁଳି ବିନିମୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ନେଇ ବୁଧବାର ଖବର ମିଳିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ଅପରେସନ ଲଞ୍ଚ କରାଯାଇଥିଲା। ଏସଓଜି ଓ ଡିଭିଏଫ (ଝଙଏ ଓ ଊଠୠ) ବାହିନୀ ଗତକାଲି ଅପରେସନରେ ଯାଇଥିଲେ । ଆଜି ସକାଳେ ପୁଲିସକୁ ଦେଖିବା ପରେ ମାଓବାଦୀ ପ୍ରଥମେ ଗୁଳିଚଳନା କରିଥିଲେ । ପରେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚଳନା କରାଯାଇଥିଲା। ଏବେ ମଧ୍ୟ ଗୁଳିବିନିମୟ ଜାରି ରହିଛି।

Share

Leave a Reply

Your email address will not be published. Required fields are marked *

1 × five =