ଏଣିକି ଭୁବନେଶ୍ୱରରେ ରହିବେ ଦୁଇଜଣ ଡିସିପି

ଭୁବନେଶ୍ବର()  ସୁରକ୍ଷା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନେବ କମିଶନରେଟ ପୋଲିସ । ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଏହି ଅପରାଧକୁ ନିୟନ୍ତ୍ରଣ କରିବା ଦୃଷ୍ଟିରେ ଭୁବନେଶ୍ୱର ପୋଲିସକୁ ୨ଭାଗ କରିବାକୁ ପୋଲିସ କମିସନର ସତ୍ୟଜିତ ମହାନ୍ତି ପକ୍ଷରୁ ଡିଜିପିଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଉତ୍ତର ଏବଂ ଦକ୍ଷିଣ ଭୁବନେଶ୍ୱର ପୋଲିସ ରହିବେ । ଭୁବନେଶ୍ୱରରେ ଏଣିକି ଜଣକ ବଦଳରେ ଦୁଇଜଣ ଡିସିପି ରହିବେ । ପ୍ରତି ଡିସିପିଙ୍କ ଅଧିନରେ ୧୧ଟି ଲେଖାଏଁ ଥାନା ରହିବ ।

Share

Leave a Reply

Your email address will not be published. Required fields are marked *

20 + seven =