ପୋଲିସ ଅସ୍ତ୍ରାଗାର ଚୋରୀରେ ପୋଲିସ ଆସାମୀ

ସୁନ୍ଦରଗଡ ଜିଲ୍ଲା ପୋଲିସ ଅସ୍ତ୍ରାଗାରରୁ ଗୁଳି ଚୋରୀ ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଏବଂ ଗିରଫ ବ୍ୟକ୍ତି ଜଣଙ୍କ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ବୋଲି ଜଣାପଡିଛି । ଅସ୍ତ୍ରାଗାର ଗୁଳି ଓ ଅନ୍ୟାନ୍ୟ ମାଗାଜିନ କିଭଳି ଜୋରି ହେଲା ସେ ସମ୍ପର୍କରେ ନିଜେ ପଶ୍ଚିମାଂଚଳ ଡିଆଇଜି କବିତା ଜଲାନ ଘଟଣାର ତଦନ୍ତ କରୁଛନ୍ତି । ଏ ସମ୍ପର୍କରେ ଆହୁରି ଅଧିକ କର୍ମଚାରୀ ଧରାପଡିବେ ବୋଲି ଅନୁମାନ କରାଯାଉଛି । ପୋଲିସ ଡିଜି ଆର ପି ଶର୍ମାଙ୍କ ନିଦେ୍ର୍ଧଶରେ ଏହି ତଦନ୍ତକୁ ଜୋରଦାର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

6 + 17 =