୪୮ଘଣ୍ଟା ବନ୍ଦ ହେବ ପୋଲିସ ସେବା ଭବନ

ଭୁବନେଶ୍ୱର() ଭୁବନେଶ୍ୱର ଓ କଟକରେ  ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସଂକ୍ରମଣ ଏଡ଼ାଇବାକୁ ୪୮ଘଣ୍ଟା ବନ୍ଦ ହେବ ପୋଲିସ ସେବା ଭବନ । ଜୁଲାଇ ୧୧ସକାଳ ୯ଟାରୁ ୧୩ତାରିଖ ସକାଳ ୯ଟା ଯାଏଁ ବନ୍ଦ ରହିବ । ୪୮ଘଣ୍ଟା ଯାଏଁ କାର୍ଯ୍ୟାଳୟକୁ କର୍ମଚାରୀ ଓ ଅନ୍ୟ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ନାହିଁ । ଏହି ସମୟରେ ପୋଲିସ ସେବା ଭବନକୁ ସାନିଟାଇଜ କରାଯିବ । ସେକେଣ୍ଡ ସଟର ଡ଼େ ଓ ରବିବାର ଦିନ ପୋଲିସ ସେବା ଭବନ ବନ୍ଦ ରହିବ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି କମିଶନରେଟ ପୋଲିସ ।

Share

Leave a Reply

Your email address will not be published. Required fields are marked *

1 × one =