ଆଜି ପ୍ରକାଶ ପାଇବ ପିପିଲି ବିଧାନସଭା ଉପନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ମତଦାନ ପାଇଁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ନିର୍ବାଚନ କମିଶନ। ଏହାପରେ ଜୋରଦାର ହେବ ପ୍ରଚାର। ପ୍ରଚାରରେ ସାମିଲ ହେବେ ଦଳର ଷ୍ଟାର କ୍ୟାମ୍ପେନର । ସେମାନଙ୍କ ସହ ସର୍ବାଧିକ ୧୦୦୦ ଲୋକ ପ୍ରଚାରରେ ସାମିଲ ହୋଇପାରିବେ। ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନରେ ପ୍ରାର୍ଥୀଙ୍କୁ ମିଶାଇ ୫ ଜଣ ସାମିଲ ହୋଇପାରିବେ। ସେପ୍ଟେମ୍ବର ୩୦ ତାରିଖରେ ହେବ ମତଦାନ।

Share

Leave a Reply

Your email address will not be published. Required fields are marked *

7 − three =