ପୁଣି ବଢିଲା ତୈଳ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ । ଗତ ୧୦ ଦିନରେ ନବମ ଥର ପାଇଁ ବଢ଼ିଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ୍ ୮୦ ପଇସାରୁ ଅଧିକ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୧.୮୧ ଓ ଡିଜେଲ୍ ୯୩.୦୭ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୧୬.୭୨ ଓ ଡିଜେଲ୍ ୧୦୦.୯୪ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ୧୦୭.୪୫ ଓ ଡିଜେଲ୍ ୯୭.୯୨ ଟଙ୍କା, କୋଲକାତାରେ ପେଟ୍ରୋଲ ୧୧୧.୩୫ ଓ ଡିଜେଲ୍ ୯୬.୨୨ ଟଙ୍କା ରହିଛି । 

Share

Leave a Reply

Your email address will not be published. Required fields are marked *

2 × 4 =