କମିଲା ପେଟ୍ରୋଲ ଦର

ଭୁବନେଶ୍ୱର() କମିଲା ପେଟ୍ରୋଲ ଓ ଡିଜେଲ୍ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧ ପଇସା କମି ୭୪ ଟଙ୍କା ୭୪ ପଇସାରେ ପହଁଚିଥିବା ବେଳେ ଡିଜେଲ ଲିଟର ପିଛା ୭ ପଇସା କମି ୭୪ ଟଙ୍କା ୧ ପଇସାରେ ପହଂଚିଛି ।

ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧ ପଇସା କମିଥିବାବେଳେ ଚେନ୍ନାଇରେ ଲିଟର ପିଛା ୨୯ ପଇସା କମିଛି । ସେହିପରି ଡିଜେଲ ମୂଲ୍ୟ ଦିଲ୍ଲୀ ଓ କୋଲକାତାରେ ଲିଟର ପିଛା ୬ ପଇସା କମିଥିବାବେଳେ ମୁମ୍ବାଇରେ ୭ ପଇସା ଓ ଚେନ୍ନାଇରେ ଲିଟର ପିଛା ୨୨ ପଇସା କମିଛି ।

Share

Leave a Reply

Your email address will not be published. Required fields are marked *

5 + 16 =