ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପରୀ ଘଟଣାର ହେବ ଏସଆଇଟି ତଦନ୍ତ

ଭୁବନେଶ୍ୱର()   ନୟାଗଡ଼ ପରୀ ହତ୍ୟା ମାମଲାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ପରୀ ହତ୍ୟା ମାମଲାର ତଦନ୍ତ ଏସଆଇଟି ଦ୍ୱାରା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି ।  ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।  ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ଘୋଷଣା କରିଛନ୍ତି ।  ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବେଳେ ବିରୋଧୀମାନେ ହୋହାଲ୍ଲା ଜାରି ରଖିଥିଲେ । 

Share

Leave a Reply

Your email address will not be published. Required fields are marked *

eleven + 6 =