ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ବିଧାନସଭାରେ ପାରିତ

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିଧାନସଭା । ଏହାରି ଭିତରେ ବିଧାନସଭାରେ ପାରିତ ହେଲା ପଞ୍ଚାୟତ ଆଇନ ସଂଶୋଧନ ବିଲ୍ । ବିଲ ଅନୁସାରେ ମୋଟ୍ ସଂରକ୍ଷଣ ୫୦% ଭିତରେ ରହିବ । ଏସଟି, ଏସସି, ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ଭିତରେ ରହିବ । ସେମାନଙ୍କ ପାଇଁ ସଂରକ୍ଷଣ ଅବଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ରହିବ । କିନ୍ତୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୨୭ ପ୍ରତିଶତ ଅତିକ୍ରମ କରିବନି ।

Share

Leave a Reply

Your email address will not be published. Required fields are marked *

twelve − 6 =