ପାଇକ ବିଦ୍ରୋହକୁ ମିଳିବ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ମାନ୍ୟତା

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଳନ କରିବା ଲାଗି କେନ୍ଦ୍ର ସରକାର ବିଧିବଦ୍ଧଭାବେ ନିଷ୍ପତି ନେଇଛନ୍ତି । ପାଇକ ବିଦ୍ରୋହ ଭଳି ଗୁରୁତ୍ୱ ବହନ କରୁଥିବା ଅନ୍ୟାନ୍ୟଐତିହାସିକ ଘଟଣାବଳୀର ମଧ୍ୟ ସ୍ମୃତି ଉତ୍ସବ ପାଳନ ପାଇଁ ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ରାଷ୍ଟ୍ରୀୟ ସମାରୋହ ପାଳନ ଓ ରୂପାୟନ କମିଟି ଗଠନ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମବୀ ଶ୍ରୀ ରାଜନାଥ ସିଂହ, ଅର୍ଥମବୀ ଶ୍ରୀ ଅରୁଣ ଜେଟ୍ଲୀ ଏବଂ କେନ୍ଦ୍ର ସଂସ୍କୃତି ମବୀ ଡ. ମହେଶ ଶର୍ମା ସଦସ୍ୟ ଅଛନ୍ତି । ଆଜି ଭୁବନେଶ୍ୱରଠାରେ ଏକ ନାଗରିକ କମିଟି ସହ ଆଲୋଚନା କାଳରେ କେନ୍ଦ୍ର ସଂସ୍କୃତି ମବୀ ଡ. ଶର୍ମା ଏହି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + 9 =