ପ୍ରଶାସନିକ ସ୍ତରରେ ୮ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର() ଓଡ଼ିଶା ପ୍ରଶାସନିକ ସ୍ତରରେ ୮ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । କିଶୋର ଚନ୍ଦ୍ର ଦାସ ହୋଇଛନ୍ତି ବାଣିଜ୍ୟ ଓ ପରିବହନ ଯୁଗ୍ମ ସଚିବ । ସେହିପରି ପୁରନ୍ଦର ଧରୁଆ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଯୁଗ୍ମ ସଚିବ, ଶୁଭ୍ରା ମହାନ୍ତି ସମବାୟ ବିଭାଗର ଯୁଗ୍ମ ସଚିବ, ସଙ୍ଘମିତ୍ରା ଶତପଥୀ ଯୁଗ୍ମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ , ରେଣୁପ୍ରଭା ନାୟକ ଦକ୍ଷତା ବିକାଶ ବିଭାଗର ଯୁଗ୍ମ ସଚିବ, ଲୋକନାଥ ଦଳବେହେରା ଗଜପତି ଡିଆଡ଼ିଏର ଏପିଡ଼ି, ଶକ୍ତିକାନ୍ତ ରାୟ ଖେଶର୍ଦ୍ଧା ଡିଆରଡ଼ିଏର ଏପିଡ଼ି, ଗୋପୀନାଥ କୁଅଁର ଯାଜପୁର ଡ଼ିଆରଡ଼ିଏର ଅତିରିକ୍ତ ପିଡ଼ି ହୋଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

two + nine =