ଅକ୍ସିଜେନ୍ ଲିକ୍‌

କଳାହାଣ୍ଡି: କଳାହାଣ୍ଡି ରେଳ ଯୋଗେ ପରିବହନ ବେଳେ କଣ୍ଟେନରରୁ ଲିକ୍ ହେଲା ଅମ୍ଲଜାନ। କଳାହାଣ୍ଡି କେସିଙ୍ଗା ରେଳଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍ ହୋଇଥିବା ନେଇ ସୂଚନା ମିଳିଛି। ୨୦ରୁ ଉର୍ଦ୍ଧ୍ୱ କଣ୍ଟେନରରେ ଅମ୍ଲଜାନ ଝାରସୁଗୁଡ଼ାରୁ ରାୟଗଡ଼ା ଯାଉଥିବାବେଳେ କେସିଙ୍ଗା ଷ୍ଟେସନ ନିକଟରେ ଲିକ୍ ହେଉଥିବା ଜଣାପଡିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲିକ୍ ବନ୍ଦ ପାଇଁ ଚେଷ୍ଟା ଚଲାଇଛନ୍ତି। ଝାରସୁଗୁଡ଼ାରୁ ଏକ ଟିମ୍ କେସିଙ୍ଗା ଆସୁଥିବା ରେଲୱେ ପକ୍ଷରୁ ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

5 × four =