ଅକ୍ଟୋବର ୧୨ରୁ ଓଜେଇଇ ପରୀକ୍ଷା

ଭୁୁବନେଶ୍ୱର()  ଅକ୍ଟୋବର ୧୨ରୁ ୧୯ ଯାଏ ରାଜ୍ୟରେ ହେବ ଓଜେଇଇ ପରୀକ୍ଷା । ରାଜ୍ୟ ଓ ରାଜ୍ୟ ବାହାରର ୫୩ କେନ୍ଦ୍ରରେ ଏହି ପରୀକ୍ଷା । ରାଜ୍ୟ ବାହାରେ ରାଞ୍ଚି, ପାଟନା ଓ କୋଲକାତାରେ ବି ପରୀକ୍ଷା ପାଇଁ କେନ୍ଦ୍ର ହୋଇଛି । ଏଥର ସିବିଟି ବା କମ୍ପୁଟର ଭିତ୍ତିକ କରୀକ୍ଷା ହେବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ । ତେବେ କୋଭିଡ ଯୋଗୁଁ ମେ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଜେଇଇ ପରୀକ୍ଷା ସ୍ଥଗିତ ରହିଥିଲା ।

Share

Leave a Reply

Your email address will not be published. Required fields are marked *

5 × one =