ଓଜେଇଇ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର()  ଓଜେଇଇ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି  । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛନ୍ତି  । ଆସନ୍ତାମାସରେ ଏହି ପରୀକ୍ଷା ହେବବୋଲି କୁହାଯାଉଛି  ।

ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା କରିବା ପାଇଁ ସ୍ଥିର କରାଯାଇଥିଲା  । ଏଥିପାଇଁ ରାଜ୍ୟରେ ୨୧ଟି ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା  । ରାଂଚି, କୋଲକାତା ଓ ପାଟନାରେ ବି କେନ୍ଦ୍ର ହୋଇଥିଲା । ଆସନ୍ତାମାସରେ ଓଜେଇଇ ଅନଲାଇନ ପରୀକ୍ଷା ହେବବୋଲି ଜାଣିବାକୁ ମିଳିଛି  ।

Share

Leave a Reply

Your email address will not be published. Required fields are marked *

nineteen − 15 =