ହାଇକୋର୍ଟରେ OIPL ଆବେଦନ ଖାରଜ

ଭୁବନେଶ୍ୱର() ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ –ଓଆଇପିଏଲକୁ ଧକ୍କା ଲାଗିଛି । କମ୍ପାନି ପକ୍ଷରୁ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି ।

ଏହି ମାମଲାରେ ଓଆଇପିଏଲର ପ୍ରମୁଖ ଅଂଶୀଦାର ଜଗି ମଙ୍ଗତ ଓ ବୈଜୟନ୍ତ ପଣ୍ଡାଙ୍କ ଅନ୍ତରୀଣ ସୁରକ୍ଷା ହଟାଇ ଦିଆଯାଇଛି । ଏଥିସହ ମାମଲା ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ମୋହରା କରି ଜମି ତଫସିଲଭୁକ୍ତ ଜାତିଙ୍କ ଜମି ହଡପ କରାଯାଇଥିବା ଓଆଇପିଏଲ ବିରୋଧରେ ଅଭିଯୋଗ ହୋଇଛି ।

Share

Leave a Reply

Your email address will not be published. Required fields are marked *

two × 4 =