ବଦଳିଲା ଅଫିସ ଟାଇମ

ଭୁବନେଶ୍ବର()  ବଦଳିଲା ରାଜ୍ୟ ସରକାରୀ ଅଫିସ ଟାଇମ୍ । ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ୟ୍ୟନ୍ତ ଚାଲୁ ରହିବ ରାଜ୍ୟର ସମସ୍ତ ସରକାରୀ ଦଫ୍ତର । ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସାଧାରଣ ଛୁଟି ଭାବେ ଘୋଷଣା କରିଛନ୍ତି। ମଧ୍ୟାହ୍ନ ୧.୩୦ରୁ ୨ଟା ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ବଡ଼ କଥା ହେଲା କି, ପ୍ରଶାସନରେ କାର୍ୟ୍ୟଦକ୍ଷତାକୁ ବଢାଇପାଇଁ ଏବଂ ଅଧିକ ଲୋକାଭିମୁଖୀ କରିବା ପାଇଁ ପଞ୍ଚମ ପାଳିର ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − 4 =