ମଦ ବ୍ୟବସାୟୀଙ୍କ ଠାରୁ ଲୁଟ

ମଦ ଦୋକାନ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ଦେଢ ଲକ୍ଷ ଟଙ୍କା ଲୁଟ କଲେ ଲୁଟେରା ।ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତସ୍ଥିତ ଡିଆରଡିଏ ନିକଟରେ । ମଦ ଦୋକାନ କର୍ମଚାରୀଙ୍କ ନାଁ ଦୀନବନ୍ଧୁ ନାୟକ । ଦିନବନ୍ଧୁ ପ୍ରାୟ ରାତି ୧୧ଟା ବେଳେ ଦୋକାନ ବନ୍ଦ କରି ଟଙ୍କା ଧରି ବାଇକ୍ ଯୋଗେ ଡଗମୁଣ୍ଡା ସ୍ଥିତ ତାଙ୍କ ଘରକୁ ଯାଉଥିଲେ ହେଲେ ହଠାତ ଏକ କଳା ପଲ୍ସର୍ରେ ୩ଜଣ ଦୁର୍ବୃତ ଆସି ଦିନବନ୍ଧୁଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥିବା ସହ ଦିନବନ୍ଧୁଙ୍କ ଭୁଜାଲିରେ ଆକ୍ରମଣ କରିଥିଲେ ।ଆଉ ନେଇଯାଇଥିଳେ ଟଙ୍କା ବ୍ୟାଗକୁ ।ଦିନବନ୍ଧୁ ଏବେ ଭଦ୍ରକ ଜତଲ୍ଲା ମୁଖ୍ୟ ଚିକିସô୍ାଳୟରେ ଚିକିସô୍ିତ ହେଇଛିନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + seventeen =