ଖୋଲିପାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର: ଆଉ ଅଳ୍ପ ସମୟ ପରେ ଗଣଶିକ୍ଷା ସଚିବଙ୍କ ପ୍ରେସମିଟ୍ । ଅପରାହ୍ନ ସଢ଼େ ୪ଟାରେ ପ୍ରେସମିଟ୍ ହେବା ନେଇ ସୂଚନା । ତେବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲାଯିବା ନେଇ ଘୋଷଣା କରାଯିବ ବୋଲି କୁହାଯାଉଛି । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବା ସହ ପାଠପଢ଼ା ଆରମ୍ଭ ହେବ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

sixteen + fourteen =