ରାଜ୍ୟରେ ୨୪ ଘଣ୍ଟାରେ ୭୭୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୪୯ଜଣ, ବାଲେଶ୍ୱରରୁ ୪୨୬ ଜଣ, ବରଗଡ଼ରୁ ୧୮୯ ଜଣ, ଭଦ୍ରକରୁ ୨୮୭ଜଣ, ବଲାଙ୍ଗୀରରୁ ୬୧ ଜଣ, ବୌଦ୍ଧରୁ ୧୨୮ଜଣ, କଟକରୁ ୭୨୦ଜଣ, ଦେବଗଡ଼ରୁ ୭୨ ଜଣ, ଢେଙ୍କାନାଳରୁ ୨୫୨ଜଣ, ଗଜପତିରୁ ୬୮ ଜଣ, ଗଞ୍ଜାମରୁ ୧୫୩ ଜଣ, ଜଗତସିଂହପୁରରୁ ୨୫୫ ଜଣ, ଯାଜପୁରରୁ ୩୮୮ ଜଣ, ଝାରସୁଗୁଡ଼ାରୁ ୭୧ ଜଣ, କଳାହାଣ୍ଡିରୁ ୧୬୭ ଜଣ, କନ୍ଧମାଳରୁ ୫୨ ଜଣ, କେନ୍ଦ୍ରାପଡ଼ାରୁ ୨୨୩ଜଣ, କେଉଁଝରରୁ ୧୬୬ଜଣ, ଖୋର୍ଦ୍ଧାରୁ ୧୦୬୨ ଜଣ, କୋରାପୁଟରୁ ୧୮୫ ଜଣ, ମାଲକାନଗିରିରୁ ୧୦୪ଜଣ, ମୟୁରଭଞ୍ଜରୁ ୪୪୪ ଜଣ, ନବରଙ୍ଗପୁରରୁ ୨୧୯ ଜଣ, ନୟାଗଡ଼ରୁ ୨୧୯ଜଣ, ନୂଆପଡ଼ାରୁ ୪୮ ଜଣ, ପୁରୀରୁ ୩୩୩ ଜଣ, ରାୟଗଡ଼ାରୁ ୩୧୦ ଜଣ, ସମ୍ୱଲପୁରରୁ ୧୬୧ଜଣ, ସୋନପୁରରୁ ୬୧, ସୁନ୍ଦରଗଡ଼ରୁ ୨୭୦ ଓ ଷ୍ଟେଟ ପୁଲରୁ ୧୮୮କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟରେ ୭,୯୮, ୬୯୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୧୩,୦୫୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୨, ୬୭୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

eighteen − eight =