ବିଧାନସଭା ଭଙ୍ଗ ପାଇଁ ସୁପାରିଶ

ଭୁବନେଶ୍ବର()  ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ସୁପାରିଶ କଲା ରାଜ୍ୟ କ୍ୟାବିନେଟ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ରାଜ୍ୟପାଳଙ୍କ ନିକଟକୁ କ୍ୟାବିନେଟ ନିଷ୍ପତି ପ୍ରସ୍ତାବ ପଠାଯାଇଛି।

୨୩ ବାହାରିବାକୁ ଥିବାରୁ କାହାର ଭାଗ୍ୟରେ ହାର କି ଜିତ ଲେଖା ଅଛି ତାଙ୍କୁ ନେଇ ମନ୍ତ୍ରୀ ମାନଙ୍କ ଭିତରେ ଏବେ ବି ଉତ୍କଣ୍ଠା ରହିଛି। ସରକାର ପୁଣି କ୍ଷମତାକୁ ଫେରିବ କି ନାହିଁ ଏବଂ ଯଦି କ୍ଷମତାକୁ ଫେର କ୍ୟାବିନେଟ ମନ୍ତ୍ରୀ ହେବାର ସୁଯୋଗ ମିଳିବ କି ନାହିଁ ତାହା ସେମାନଙ୍କ ମନକୁ ଆନ୍ଦୋଳିତ କରିଛି।

Share

Leave a Reply

Your email address will not be published. Required fields are marked *

twenty − nine =