୧୬ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ୧୬ଟି ପ୍ରସ୍ତାବକୁ ମିଳିଛି ରାଜ୍ୟ କ୍ୟାବିନେଟ୍ ମୋହର । କ୍ରାଡା,ସ୍ୱାସ୍ଥ୍ୟ,ଜଙ୍ଗଲ, ଜଳ ସମ୍ପଦ,ଗୃହ,ରାଜସ୍ୱ ବିଭାଗର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

one × 2 =