ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି

ଭୁବନେଶ୍ୱର() ପ୍ରଥମଥର ପାଇଁ ଓଡ଼ିଶା ଇତିହାସରେ ଉପସ୍ଥାପନ ହେଲା ଇ-ବଜେଟ୍ । ୨୦୨୦-୨୧ ବଜେଟର ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ୧ ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର ।
ଅବଢା ଯୋଜନା ପାଇଁ ୩,୨୦୮ କୋଟି-ସେଥିରୁ ୨୦-୨୧ରେ ଖର୍ଚ୍ଚ ହେବ ୬୯୫ କୋଟି
ଏକାମ୍ର କ୍ଷେତ୍ର ପାଇଁ ୭୦୦ କୋଟି- ସେଥିରୁ ୨୦-୨୧ରେ ଖର୍ଚ୍ଚ ହେବ ୧୫୦ କୋଟି
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ ୧,୧୦୮ କୋଟି
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ପାଇଁ ୫୭୮ କୋଟି
ନିର୍ମଳ ଯୋଜନା ପାଇଁ ୩୬୦ କୋଟି
SCBରେ ଦୁଇ ବର୍ଷରେ ଖର୍ଚ୍ଚ ହେବ ୧ ହଜାର କୋଟି
୩ ହଜାର ବିଶିଷ୍ଟ ଶଯ୍ୟା ହେବ SCB
ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟି
ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି
ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି
କ୍ଲାଇମେଟ୍ ବଜେଟ୍ ଦସ୍ତାବିଜ୍ ପ୍ରସ୍ତୁତ କରିବ ରାଜ୍ୟ
ସାରା ଦେଶରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ

Share

Leave a Reply

Your email address will not be published. Required fields are marked *

10 + 4 =