ଗୃହ ଆରମ୍ଭରୁ ହୋହାଲ୍ଲା, ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ତେବେ ଗୃହ ଆରମ୍ଭରୁ ବିରୋଧୀରେ ହୋହାଲ୍ଲା । ମରୁଡି ପରିସ୍ଥିତି ନେଇ ହୋହାଲ୍ଲା କରିଛନ୍ତି କଂଗ୍ରେସ ବିଧାୟକ । ତେବେ ଗୃହକୁ ୧୨.୩୪ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Share

Leave a Reply

Your email address will not be published. Required fields are marked *

one × five =