ବିଧାନସଭାରେ ଆଗତ ହେଲା ଓଡିଶା ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍‌

ଭୁବନେଶ୍ୱର: ବିଧାନସଭାରେ ଓଡିଶା ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ଆଗତ ହୋଇଛି । ସଂଶୋଧିତ ବିଲରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । ସଂରକ୍ଷଣ ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରହିବ । ଏହି ବିଲ ଗୃହୀତ ହେଲେ ପୌର ନିର୍ବାଚନ ପାଇଁ ବାଟ ଫିଟିବ ।

Share

Leave a Reply

Your email address will not be published. Required fields are marked *

eighteen − fourteen =