ପ୍ରକାଶ ପାଇଲା ସପ୍ଲିମେଣ୍ଟାରୀ ରେଜଲ୍ଟ

କଟକ()  ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୬୩.୬୬ ପ୍ରତିଶତ ରହିଛି ।ଚଳିତ ବର୍ଷ୧୨୨ଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଥିଲା। ୨୬ ହଜାର ୨୯୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧୧ ହଜାର ୧୧ ହଜାର ୪୪୫ ଜଣ । ଓପନ ସ୍କୁଲରେ ପାସ୍ ହାର ୬୩ . ୪୪ ପ୍ରତିଶତ ରହିଛି । ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ଉନ୍ମୋଚନ କରିଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ।ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ବୋର୍ଡ଼ ୱେବସାଇଟ www.bseodisha.ac.in ଏବଂ www.bseodisha.nic.in ରେ ଦେଖିପାରିବେ ।

Share

Leave a Reply

Your email address will not be published. Required fields are marked *

nine − seven =